◐ Shell
reader mode source ↗
Jump to content
ଉଇକିପିଡ଼ିଆ‌ରୁ
୧୦୧୧୧୨୧୩
୧୪୧୫୧୬୧୭୧୮୧୯୨୦
୨୧୨୨୨୩୨୪୨୫୨୬୨୭
୨୮୨୯୩୦
  ୨୦୨୬ (ବୁଧବାର)
  ୨୦୨୫ (ମଙ୍ଗଳବାର)
  ୨୦୨୪ (ସୋମବାର)
  ୨୦୨୩ (ଶନିବାର)
  ୨୦୨୨ (ଶୁକ୍ରବାର)
  ୨୦୨୧ (ଗୁରୁବାର)
  ୨୦୨୦ (ବୁଧବାର)
  ୨୦୧୯ (ସୋମବାର)
  ୨୦୧୮ (ରବିବାର)
  ୨୦୧୭ (ଶନିବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୭ ଜୁନ ବର୍ଷର ୧୬୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୬୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୯୭ ଦିନ ବାକି ଅଛି ।

ଘଟଣାବଳୀ

[ସମ୍ପାଦନା]
  • ୧୭୭୫- ବଂକର ହିଲର ଯୁଦ୍ଧରେ ବ୍ରିଟିସ ସେନା ଆମେରିକାର ମହାଦ୍ୱୀପୀୟ ସେନାକୁ ପରାଜିତ କଲା କିନ୍ତୁ ତାକୁ ଏହି ଯୁଦ୍ଧରେ ଭାରୀ କ୍ଷତି ଉଠେଇବା ପଡ଼ିଥିଲା । ମହାଦ୍ୱୀପୀୟ ସେନା ଶିଘ୍ରାତୀ ଶିଘ୍ର ନିଜକୁ ପୁନର୍ସଂଯୋଜିତ କରି ନେଲା ଏବଂ ଆମେରିକାର ସ୍ୱାଧୀନତା ସଂଗ୍ରାମ ଜାରୀ ରହିଲା ।
  • ୧୮୮୫- ଷ୍ଟେଚ୍ୟୁ ଅଫ ଲିବର୍ଟୀ ଫ୍ରାନ୍ସରୁ ଯୁକ୍ତରାଷ୍ଟ୍ର ଆମେରିକା ଜଳପଥ ଯୋଗେ ନ୍ୟୁୟର୍କ ବନ୍ଦରରେ ଆସି ପହଁଚିଲା ।
  • ୧୯୩୮- ଜାପାନ , ଚୀନ ବିରୋଧରେ ଯୁଦ୍ଧ ଘୋଷଣା କଲା ।
  • ୧୯୪୪- ଆଇସଲୈଂଡକୁ ଡେନମାର୍କଠାରୁ ସ୍ୱଧୀନତତା ମିଳିଲା ।
  • ଜର୍ମନୀ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସମର୍ପଣ କଲା ।
  • ୨୦୧୨- ମିଶରର ଇତିହାସରେ ପ୍ରଥମ ଥର ରାଷ୍ଟ୍ରପତିପଦ ପାଇଁ ସାଧାରଣ ନିର୍ବାଚନ ହେଲା ।
  • ଚୀନର " ଶନଚୋ-୯" ଅଂତରିକ୍ଷ ଯାନ ପ୍ରକ୍ଷେପିତ କରାଯିବାପରେ ନିଶ୍ଚିତ କକ୍ଷାରେ ପହଁଚିବାରେ ସଫଳ ହେଲା ।
  • ୧୯୭୩- ଲିଏଣ୍ଡର ପେସ- ଭାରତୀୟ ସର୍ବଶ୍ରେଷ୍ଠ ଟେନିସ ଖେଳାଳୀ
  • ୧୯୮୦- ଭେନସ ୱିଲିୟମ୍ସ୍- ସର୍ବଶ୍ରେଷ୍ଠ ଅମେରିକୀୟ ମହିଳା ଟେନିସ ଖେଳାଳୀ
  • ୧୯୮୧- ଅମୃତା ରାଓ, ହିନ୍ଦୀ କଥାଚିତ୍ର ଅଭିନେତ୍ରୀ

ମୃତ୍ୟୁ

[ସମ୍ପାଦନା]
  • ୧୬୩୨- ମୁମତାଜ ମହଲ, ମୁଗଲ ବାଦଶାହ ଶାହଜହାଁ ଙ୍କର ପତ୍ନୀ
  • ୧୮୫୮- ରାଣୀ ଲକ୍ଷ୍ମୀ ବାଈ, ୧୮୫୭ରେ ଘଟିତ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମର ନାୟିକା ଝାଁସୀ ରାଜ୍ୟର ରାଣୀ
  • ୧୯୯୦- ଜ୍ଞାନୀନ୍ଦ୍ର ବର୍ମା, ଅନୁବାଦକ (ଜନ୍ମ: ୧୯୧୬)

ପର୍ବପର୍ବାଣି

[ସମ୍ପାଦନା]

ବାହାର ଲିଙ୍କ

[ସମ୍ପାଦନା]